ଅଖାଦ୍ୟ Akhādya
- ସଂ. ବିଣ. (ଅ+ଖାଦ୍ୟ) — ଅଭୋଜ୍ୟ; ଭୋଜନର ଅନୁପଯୁକ୍ତ — Uneatable; unfit for consumption
- ସଂ. ବିଣ. (ଅ+ଖାଦ୍ୟ) — ଅଭକ୍ଷ୍ୟ; ଯାହା ଖାଇବା ଶାସ୍ତ୍ରରେ ନିଷିଦ୍ଧ — Prohibited (food)
- ସଂ. ବିଣ. (ଅ+ଖାଦ୍ୟ) — ଅସ୍ୱାସ୍ଥ୍ୟକର (ଖାଦ୍ୟ) — Unwholesome (food)
- ଦେ. ବି. — ଅସ୍ୱାସ୍ଥ୍ୟକର ଖାଦ୍ୟ — Unwholesome food
- ଦେ. ବି. — ନିଷିଦ୍ଧ ଖାଦ୍ୟ ଦ୍ରବ୍ୟ — Prohibited food
- ଦେ. ବି. — ଭୋଜନର ଅଯୋଗ୍ୟ ବସ୍ତୁ — Anything unfit for consumption