ଅଖାଦ Akhāda

  • ଦେ. ବିଣ. (ସଂ. ଅ+ଓ. ଖାଦ) — ଯେଉଁ ଅଳଙ୍କାର ଆଦିରେ ଖାଦ ବା ନିକୃଷ୍ଟ ଧାତୁ ମିଶି ନାହିଁ — Unalloyed
  • ଦେ. ବିଣ. (ସଂ. ଅ+ଓ. ଖାଦ) — ବିଶୁଦ୍ଧ — Pure
  • ଦେ. ବିଣ. (ସଂ. ଅ+ଓ. ଖାଦ) — ଅମିଶ୍ରିତ — Unmixed; unadulterated