ଅକାଣ୍ଡ Akāṇḍa
- ସଂ. ବି. (ନଞ ତତ୍; ଅ+କାଣ୍ଡ) — ଅକାଳ; ଅସମୟ; ଅନୁପଯୁକ୍ତ ସମୟ। — Inopportune time; improper time
- ସଂ. ବି. (ନଞ ତତ୍; ଅ+କାଣ୍ଡ) — ଅଘଟନୀୟ ବ୍ୟାପାର — Improbable event
- ସଂ. ବିଣ. (ବହୁବ୍ରୀହି) — ସ୍କନ୍ଧଶୂନ୍ୟ (ବୃକ୍ଷ); ଯେଉଁ ବୃକ୍ଷର ଗଣ୍ଡି ନ ଥାଏ — Trunkless (tree)
- ସଂ. ବିଣ. (ବହୁବ୍ରୀହି) — ଶାଖାଶୂନ୍ୟ — Branchless
- ଦେ. ବିଣ — ଅପ୍ରତ୍ୟାଶିତ — Unexpected
- ଦେ. ବିଣ — ହଠାତ୍ ଉପସ୍ଥିତ — Sudden
- ଦେ. କ୍ରି. ବିଣ — ଅକାଳେ; ଅସମୟରେ — Untimely
- ଦେ. କ୍ରି. ବିଣ — ହଠାତ୍; ଅକସ୍ମାତ୍ — Suddenly
- ଦେ. କ୍ରି. ବିଣ — ଅପ୍ରତ୍ୟାଶିତରୂପେ — Unexpectedly