ଅକାତ Akāta

  • ଦେ. ବିଣ. (ସଂ. ଅଗାଧ) — ଅଗାଧ; ଅତି ଗଭୀର; ଯେଉଁ ଗଭୀର ଜଳର ତଳକୁ ଡଙ୍ଗାର କାତ ପାଏ ନାହିଁ — Fathomless; very deep
  • ଦେ. ବିଣ. (ସଂ. ଅଗାଧ) — ଯାହାର ଗଭୀରତା ଅମାପ — Unfathomable
  • ଦେ. ବିଣ. (ସଂ. ଅଗାଧ) — ଅମାପ — Immeasurable