ଅକଳ Akaḻa
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଅସୁବିଧା; ଅଖଞ୍ଜ — Inconvenience
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ତରୁଏ ତ ଆସି ହେଲେ ନିବଦ୍ଧମୂଳ, ନାଶ କରିବାକୁଟି ହୋଇବ ଅକଳ। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଅସୁବିଧାଜନକ ସ୍ଥାନ — Inconvenient place
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଅସୁବିଧାଜନକ ଅବସ୍ଥା; ଅଖଞ୍ଜିଆ ଅବସ୍ଥା — State of inconvenience; queer predicament
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଭଲା ଅକଳରେ ମନୁଷ୍ୟ ପଡ଼ିଲା। ରାମଶଙ୍କର, ଯୁଗଧର୍ମ 3.3 । — ଭଲା ଅକଳରେ ମନୁଷ୍ୟ ପଡ଼ିଲା ରାମଶଙ୍କର, ଯୁଗଧର୍ମ3.3
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଅନନ୍ୟୋପାୟତା; ଉପାୟାନ୍ତରହୀନ ଅବସ୍ଥା — A state in which one has no other alternative
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଅକଳେ ଗଉଡ଼ ପଥର ବୁହେ—ଢଗ।
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଦେହର ମର୍ମସ୍ଥାନ — Vulnerable part of the body
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — (ଯଥା—ବେତ ପାହାରକ ଅକଳରେ ବାଜିବାରୁ ମୁଁ ଛଟଛଟ ହୋଇଗଲି।)
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — ଯେଉଁ ସ୍ଥାନକୁ ହାତ ପାଏ ନାହିଁ — A place beyond one's reach
- ଦେ. ବି. (ସଂ. ଅ.=ନୁହେ+ଆ. କଲ୍=ସୁବିଧା) — (ଯଥା—ପାଚିଲା ଆମ୍ବ ଅକଳରେ ଥିବାରୁ ମୁଁ ତାକୁ ତୋଳି ପାରିଲି ନାହିଁ।
- ଦେ. ବିଣ. — ଅସୁବିଧାଜନକ — Inconvenient