ଅକଳଣା Akaḻaṇā

  • ଗ୍ରା. ବିଣ. (ସଂ. ଅକଳନ) — ଅକଳନ (ଦେଖ)
  • ଗ୍ରା. ବିଣ. (ସଂ. ଅକଳନ) — ଯୁଧିଷ୍ଠିର ରାଜାଙ୍କ ଥାଟେ ସାତ ସେନାପତି କରିଥିଲେ ସେ ବଳ ଅକଳଣା। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।