ୱିଲି Wili

  • ବୈଦେ. ବି (ଇଂ. ବିଲ୍) — ଉଇଲ; କୌଣସି ବ୍ଯକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ତ୍ୟକ୍ତି ସମ୍ପତ୍ତିକୁ କିଏ ଭୋଗ କରିବ, ବା ତାହା କିପରି ବ୍ଯବହୃତହେବ, ଏ ସମ୍ବନ୍ଧେ ଜୀବିତ ବ୍ଯକ୍ତିଙ୍କ ଲେଖି ରଖିଯିବା ଦଲିଲ — Will; testament