ୱାଲି Wāli

  • ବୈଦେ. ବି—(କଚିରିଆ)—(ଫା. ୱଲି) — ସଂପତ୍ତିର ସ୍ୱାମୀ — Proprietor
  • ବୈଦେ. ବି—(କଚିରିଆ)—(ଫା. ୱଲି) — ଅଭିଭାବକ — Patron; guardian
  • ବୈଦେ. ବି—(କଚିରିଆ)—(ଫା. ୱଲି) — ସଂପତ୍ତିର ରକ୍ଷକ — Protector or custodian of a property
  • ବୈଦେ. ବି—(କଚିରିଆ)—(ଫା. ୱଲି) — ରାଜା; ଶାସକ; ପ୍ରଭୁ — Lord; king; ruler
  • ବୈଦେ. ବି—(କଚିରିଆ)—(ଫା. ୱଲି) — (ଫା. ୱଲ୍ଦିୟତ୍) ଭାବୀ ବଂଶଧର — Descendant