ୱାପସ୍ Wāpas

  • ବୈଦେ. ବି (ଫା. ୱାପସ(ସୀ)=ପ୍ରତ୍ୟାବର୍ତ୍ତିତ; ପ୍ରତ୍ୟାବୃତ୍ତ) — ଲେଉଟାଣି; ଫେରି ଆସିବା; ଫେରସ୍ତ; ପ୍ରତ୍ୟାବର୍ତ୍ତନ — Returning; coming back
  • ବୈଦେ. ବି (ଫା. ୱାପସ(ସୀ)=ପ୍ରତ୍ୟାବର୍ତ୍ତିତ; ପ୍ରତ୍ୟାବୃତ୍ତ) — ରଖାଯାଇଥିବା ପଦାର୍ଥକୁ ବା ଧନକୁ ଫେରାଇ ଦେବା — Refunding
  • ବୈଦେ. ବି (ଫା. ୱାପସ(ସୀ)=ପ୍ରତ୍ୟାବର୍ତ୍ତିତ; ପ୍ରତ୍ୟାବୃତ୍ତ) — ନେଇଥିବା ଦ୍ରବ୍ୟାଦିକୁ ଫେରାଇବା — Giving back of a thing taken
  • ବିଣ — ପ୍ରତ୍ୟାବୃତ୍ତ; ଫେରନ୍ତା — Returned; come back