ୱାପସୀ Wāpasī

  • ବୈଦେ. ବିଣ—(କଚିରିଆ) (ଆ.) — ଲେଉଟା; ଫେରାଇ ଦିଆ ଯାଇଥିବା — Returned; given back; returned
  • ବୈଦେ. ବିଣ—(କଚିରିଆ) (ଆ.) — [ଯଥା—ୱାପସୀ ଦଲିଲ ୱାପସୀ ଡିପାଜିଟ ଓ ୱାପସୀ ଚିଠି।]