ୱାଜିବ୍ Wājib

  • ବୈଦେ. ବିଣ [କଚିରିଆ; ଆ. ୱାଜୀବ୍(ବୀ)] — ହକ୍; ନ୍ଯାୟସମ୍ମତ — Equiatable; just; rightful
  • ବୈଦେ. ବିଣ [କଚିରିଆ; ଆ. ୱାଜୀବ୍(ବୀ)] — ଠିକ୍; ପ୍ରକୃତ — Actual
  • ବୈଦେ. ବିଣ [କଚିରିଆ; ଆ. ୱାଜୀବ୍(ବୀ)] — (ଯଥା—ତାଙ୍କର ମୋ ଠାରେ 3 ଟଙ୍କା ୱାଜିବ୍ ପାଉଣା ହେଉଅଛି। ଆପଣ ଶୁଣ ନ ଶୁଣ ମୁ ୱାଜିବ୍ କଥା କହିବି।) — (ଯଥା—ତାଙ୍କର ମୋ ଠାରେ3ଟଙ୍କା ୱାଜିବ୍ ପାଉଣା ହେଉଅଛି ଆପଣ ଶୁଣ ନ ଶୁଣ ମୁ ୱାଜିବ୍ କଥା କହିବି)
  • ବୈଦେ. ବିଣ [କଚିରିଆ; ଆ. ୱାଜୀବ୍(ବୀ)] — ଉଚିତ — Proper
  • ବି — ହକ୍ କଥା; ନ୍ଯାୟସଙ୍ଗତ ମନ୍ତବ୍ୟ — Rightful words; just remarks
  • ବି — ନ୍ଯାୟସଙ୍ଗତ ପାଉଣା — Just dues