ୱଜ୍ବକ୍ Waj-bak

  • ବୈଦେ. ବି (ତୁର୍କୀ. ଉଜ୍ବକ୍) — ତାତାର ବା ଆସିୟିକା ତୁରଷ୍କଦେଶର ମୁସଲମାନ୍ ଜାତିବିଶେଷ — A Turkish clan of Tartars in Turkestan; the Uzbegs
  • ବୈଦେ. ବି (ତୁର୍କୀ. ଉଜ୍ବକ୍) — [ଦ୍ର—ଏମାନେ କେତେକ ସ୍ଥାନରେ ତାଜି(ଜ)କ ବା ଆର୍ଯ୍ୟ ରକ୍ତ ଓ କେତେକ ଅଞ୍ଚଳରେ କିପଚକ୍, କାଲମାକ୍ ଓ କର୍ଗୀଜ୍ ଜାତୀୟ ରକ୍ତ ମିଶ୍ରଣରେ ସଙ୍କର ଜାତିରେ ପରିଣତ ହୋଉଅଛନ୍ତି—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ଡାଭିଡ଼ସନ୍ ସାହେବ।]