ୟା Yā
- ଦେ. ସର୍ବ (ସଂ. ଏତଦ୍) — ଏହା; ଏହି (ବସ୍ତୁ) — This; it
- ଦେ. ସର୍ବ (ସଂ. ଏତଦ୍) — [ଉ—ୟା ଶୁଣୀ ଦମୟନ୍ତୀ ନୟନ କମଳ, ଲୋତକ କମଳରେ ହୋଇ ଢଳ ଢଳ। କୃଷ୍ଣସିଂହ. ମହାଭାରତ. ବନ।]
- ଦେ. ସର୍ବ (ସଂ. ଏତଦ୍) — ଏହାର; ଏହି ବ୍ୟକ୍ତିର, ବସ୍ତୁର ବା ବିଷୟର — Its
- ଦେ. ସର୍ବ (ସଂ. ଏତଦ୍) — [ଉ—ତା ଯଶ କୀର୍ତ୍ତିର ବର୍ଦ୍ଧନ, ହୋଇବ କପିଳ ୟା ନାମ। ଜଗନ୍ନାଥ. ଦ୍ଭାଗବତ।]
- ଦେ. ସର୍ବ (ସଂ. ଏତଦ୍) — [ଦ୍ର—'ୟା' ଶବ୍ଦର ବିଭିନ୍ନ ବିଭକ୍ତିରେ 1 ବଚନରେ ରୂପ, ଯଥା— 1 ମା— ୟା, 2 ୟା—ୟାକୁ, ୟାଠାକୁ, 3 ୟା—ୟାଦ୍ୱାରା, 5 ମୀ— ୟାଠଉଁ, ୟାଠୁଁ, ୟାଠାରୁ, 6 ଷ୍ଠୀ—ୟା, ୟାର, 7 ମୀ— (ୟା—ଅନାଦରାର୍ଥକରୂପ; ଯେ—ଆଦାରାର୍ଥକରୂପ) ୟାଠିଁ; ୟାଠେଇଁ ୟାଠାରେ।] — [ଦ୍ର—'ୟା' ଶବ୍ଦର ବିଭିନ୍ନ ବିଭକ୍ତିରେ1ବଚନରେ ରୂପ, ଯଥା—1ମା— ୟା,2ୟା—ୟାକୁ, ୟାଠାକୁ,3ୟା—ୟାଦ୍ୱାରା,5ମୀ— ୟାଠଉଁ, ୟାଠୁଁ, ୟାଠାରୁ,6ଷ୍ଠୀ—ୟା, ୟାର,7ମୀ— (ୟା—ଅନାଦରାର୍ଥକରୂପ; ଯେ—ଆଦାରାର୍ଥକରୂପ) ୟାଠିଁ; ୟାଠେଇଁ ୟାଠାରେ]