ହଡ଼ପ Haṟḍ̠apa
- ଦେ. ବି—(ସଂ. ସମ୍ପୂଟ=ପାନ ବଟା; ମ. ହଡ଼ପା =ସିନ୍ଦୁକ; ବଂ. ହଡ଼ପୀ=ସାପର ପେଡ଼ା) — ତାମ୍ବୂଳ ସାମଗ୍ରୀ; ପାନ ଖାଇବା ପାଇଁ ପାନ ଖିଲ ତିଆରି କରାଯିବାର ସାମଗ୍ରୀ — Articles necessary for preparing betel packets for chewing
- ଦେ. ବି—(ସଂ. ସମ୍ପୂଟ=ପାନ ବଟା; ମ. ହଡ଼ପା =ସିନ୍ଦୁକ; ବଂ. ହଡ଼ପୀ=ସାପର ପେଡ଼ା) — ପାନ ଖିଲର ଉପକରଣ— ମାନ ଯେଉଁ ଡିବାରେ ଥାଏ — A casket containing ingredients for preparing betal packerts for chewing
- ଦେ. ବି—(ସଂ. ସମ୍ପୂଟ=ପାନ ବଟା; ମ. ହଡ଼ପା =ସିନ୍ଦୁକ; ବଂ. ହଡ଼ପୀ=ସାପର ପେଡ଼ା) — ପାନ ବଟା, ପାନଡ଼ିବା, ଯେଉଁ ସଂପୁଟରେ ଖିଲପାନ ରଖାଯାଏ — A metal case for keeping betel-packets.)