ହ୍ରାସ Hrāsa
- ସଂ. ବି—(ହ୍ରସ୍ ଧାତୁ+ଭାବ ଅ) — କ୍ଷୟ — Decay
- ସଂ. ବି—(ହ୍ରସ୍ ଧାତୁ+ଭାବ ଅ) — ଅଳ୍ପୀଭାବ — Waning
- ସଂ. ବି—(ହ୍ରସ୍ ଧାତୁ+ଭାବ ଅ) — ନ୍ୟୂନତା — Shortness; diminution
- ସଂ. ବି—(ହ୍ରସ୍ ଧାତୁ+ଭାବ ଅ) — ଶବ୍ଦ (ତ୍ରିକାଣ୍ଡଶେଷ) — Sound
- ସଂ. ବି—(ହ୍ରସ୍ ଧାତୁ+ଭାବ ଅ) — କୃଷ୍ଣ ପକ୍ଷରେ ଚନ୍ଦ୍ରକଳାର କ୍ରାମିକ କ୍ଷୟ — The gradual waning of the moon during the dark lunar fortnight