ହୋଡ଼ Hoṟḍ̠a
- ସଂ. ବି—(ହୋଡ଼୍. ଧାତୁ+କରଣ. ଅ) — ନୌକାବିଶେଷ; ହୁଲି ଡଙ୍ଗା — Small boat
- ସଂ. ବି—(ହୋଡ଼୍. ଧାତୁ+କରଣ. ଅ) — ବଡ଼ଡଙ୍ଗା, ବୋଇତ — A big boat
- ସଂ. ବି—(ହୋଡ଼୍. ଧାତୁ+କରଣ. ଅ) — ଭେଳା — A raft
- ସଂ. ବି—(ହୋଡ଼୍. ଧାତୁ+କରଣ. ଅ) — ଦକ୍ଷିଣ ରାଢ଼ୀୟ ମୌଳିକ (ତ୍ରିକାଣ୍ଡଶେଷ); କାୟସ୍ଥମାନଙ୍କର ଦ୍ୱିସପ୍ତତି ପଦ୍ଧତି ଅନ୍ତର୍ଗତ ପଦ୍ଧତି ବିଶେଷ (କୁଳାଚାର୍ଯ୍ୟ ଗ୍ରନ୍ଥ) — A class of original Kāyasthas belonging to the Southern Raṟḍ̠hiya sect
- ସଂ. ବି—(ହୋଡ଼୍. ଧାତୁ+କରଣ. ଅ) — ଗୌଡ଼ଦେଶୀୟ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର ଉପାଧି (ଅନ୍ନଦା ମଙ୍ଗଳ) — The title of a class of Bengalee high caste Brahmins
- ସଂ. ବି—(ହୋଡ଼୍. ଧାତୁ+କରଣ. ଅ) — (+କର୍ମ ଅ) ଚୋରିତ ଦ୍ରବ୍ୟ; ଲୋପ୍ତ — Stolen property
- ଦେ. ବି — ହୁଡ଼; ପଣ — Wager; stake
- ଦେ. ବି — ବାଜି ରଖାଯାଇ ଖେଳାଯିବା ଖେଳ — A game of hazard with wagers
- ଦେ. ବି — [ଉ—ଖେଡ଼, ହୋଡ଼, ନଟ, ଭଟ, ନାନାରଙ୍ଗ କେଳି। ପ୍ରାଚୀ, ରହସ୍ୟ ମଞ୍ଜରୀ।]