ହୋଡ଼ା Hoṟḍ̠ā

  • ସଂ. ବି. ପୁଂ—(ହୋଡ଼ି ଧାତୁ=ହରଣ କରିବା+କର୍ତ୍ତୃ ତୃ; ହୋଡୃ 1 ମା. 1 ବ) — ଚୋର (ଶବ୍ଦକଳ୍ପଦ୍ରୁମ) — A thief