ହୋରି Hori

  • ଦେ. ବି — ହୁଲର; ହୁର; ହଲ୍ଲା; ଗୋଳମାଳ; ଘୋଓଘା — Halloo; noise
  • ଦେ. ବି — ଉଚ୍ଚଡାକ — Loud call; vociferation
  • ଦେ. ବି — ଦୋଳୋତ୍ସବ — The Doḻa fastival
  • ଦେ. ବି — (ସଂ. ହୋଳାକା)—ହୋଲାକା (ଦେଖ) — Holākā (See)