ହୋମି Homi

  • ସଂ. ବି (ହୁ ଧାତୁ+କରଣ ମି) — ଅଗ୍ନି (ମେଦିନୀ) — Fire
  • ସଂ. ବି (ହୁ ଧାତୁ+କରଣ ମି) — ଘୃତ (ମେଦିନୀ) — Ghee
  • ସଂ. ବି (ହୁ ଧାତୁ+କରଣ ମି) — ଜଳ (ଶବ୍ଦ ରତ୍ନାବଳୀ) — Water