ହୋଟଲ୍ Hoṭal
- ବୈଦେ. ବି—(ଇଂ ହୋଟେଲ୍) — ସାଧାରଣ ଭୋଜନାଳୟ; ଯେଉଁଠାରେ ଲୋକେ ପଇସା ଦେଇ ଖାଆନ୍ତି — A hotel
- ବୈଦେ. ବି—(ଇଂ ହୋଟେଲ୍) — [ଦ୍ର—ଆଧୁନିକ ହୋଟେଲ୍ ପ୍ରଥା ପାଶ୍ଚାତ୍ୟ ଶିକ୍ଷା ସଙ୍ଗେ ଏ ଦେଶକୁ ଆମଦାନି ହୋଇଥିବାରୁ ଏଥିରେ ସାଧାରଣତଃ ଜାତି ବିଚାର ଓ ଖାଦ୍ୟ ବିଚାର ଓ ପଙ୍କ୍ତି ବିଚାର ପାଳିତ ହେଉ ନାହିଁ]