ହୈ Ha̲i̱
- ସଂ. ଅ (ସଂ ହେ ଧାତୁ=ଡାକିବା+ଭାବ ଐ) — ସମ୍ବୋଧନ (ମେଦନୀ) — Interjection used in addressing
- ସଂ. ଅ (ସଂ ହେ ଧାତୁ=ଡାକିବା+ଭାବ ଐ) — ଆହ୍ୱାନ (ମେଦିନୀ) — Interjection used in calling
- ସଂ. ଅ (ସଂ ହେ ଧାତୁ=ଡାକିବା+ଭାବ ଐ) — ନିଷେଧ — Negation
- ସଂ. ଅ (ସଂ ହେ ଧାତୁ=ଡାକିବା+ଭାବ ଐ) — ପାଦ ପୂରଣ — At the end of a sentence
- ସଂ. ଅ (ସଂ ହେ ଧାତୁ=ଡାକିବା+ଭାବ ଐ) — ସତର୍କକରଣ — Warning
- ଦେ. ଅ — ହଇ (ସମ୍ମତିସୂଚକ) — (Interjection used to express consent or agreement) Yes!
- ଦେ. ଅ — ନିକଟବର୍ତ୍ତୀ ଲୋକଙ୍କୁ ଡାକିବାକୁ ବା ତାଙ୍କ ଦୃଷ୍ଟି ଆକର୍ଷଣ ବା ପ୍ରଶ୍ନ କରିବାକୁ ଅନ୍ଯ ଧ୍ୱନି ପୂର୍ବେ (ଯଥା ଏ, କିହେ, ବେ, ରେ, ଲୋ, ହେ, ହୋ) ବ୍ଯବହୃତ— ହୈଏ, ହୈହେ, ହୈଲୋ, ହୈକିରେ, ହୈବେ, ହୈରେ, ହୈଲୋ, ହୈହେ, ହୈହୋ) — Used with another interjection to call a person near by or to draw his attention or to question something
- ଦେ. ଅ — (ଦୀର୍ଘଉଚ୍ଚାରଣ)— ବୁଲାବିକାମାନଙ୍କର ଡାକ — A halloo of hawkers