ହୈମ Ha̲i̱ma

  • ସଂ. ବିଣ—(ହିମ+ସମ୍ବନ୍ଧର୍ଥେ ଅ) — ହିମୋଦ୍ଭବ, ତୁଷାରୋ— ଦ୍ଭବ — Born of or produced by cold or snow
  • ସଂ. ବିଣ—(ହିମ+ସମ୍ବନ୍ଧର୍ଥେ ଅ) — ତୁଷାରାଚ୍ଛାଦିତ — Covered with snow
  • ସଂ. ବିଣ—(ହିମ+ସମ୍ବନ୍ଧର୍ଥେ ଅ) — ଅତି ଶୀତଳ — Chilly; very cool; cold
  • ସଂ. ବିଣ—(ହିମ+ସମ୍ବନ୍ଧର୍ଥେ ଅ) — (ହେମନ୍+ଅ) ସ୍ୱର୍ଣ୍ଣ ନିର୍ମିତ; ହେମ— ଜାତ; ହେମମୟ; ହିରଣ୍ମୟ (ମୁଗ୍ଧବୋଧ) — Made of gold
  • ସଂ. ବିଣ—(ହିମ+ସମ୍ବନ୍ଧର୍ଥେ ଅ) — ସ୍ୱର୍ଣ୍ଣବର୍ଣ୍ଣ ବିଶିଷ୍ଟ — Of golden colour
  • ବି — ଭୂନିମ୍ବ, ଭୂଇଁନିମ୍ବ (ରାଜନିର୍ଘଣ୍ଟ) — Andrographis Paniculata (plant)
  • ବି — ଶିଶିର — Dew; hoar frost