ହେଡ଼ା Heṟḍ̠ā

  • ଦେ. ବି—(ସଂ. ହଡ୍ଡ=ହାଡ଼) — ହାଡ଼ଯୁକ୍ତ ମାଂସ — Meat attached to bone
  • ଦେ. ବି—(ସଂ. ହଡ୍ଡ=ହାଡ଼) — ଗୋମାଂସ — Beef
  • ଦେ. ବି—(ସଂ. ହଡ୍ଡ=ହାଡ଼) — ନିକୃଷ୍ଟ ଜନ୍ତୁର ମାଂସ — Meat of an inferior animal
  • ଦେ. ବି—(ସଂ. ହଡ୍ଡ=ହାଡ଼) — ପଚାମାଂସ — Rotten meat