ହେଳୟା Heḻayā

  • ସଂ. କ୍ରି. ବିଣ (ହେଳା ଶବ୍ଦର 3 ୟା ବିଭକ୍ତି 1 ବ) — ଅବଲୀଳାକ୍ରମେ — Easily
  • ସଂ. କ୍ରି. ବିଣ (ହେଳା ଶବ୍ଦର 3 ୟା ବିଭକ୍ତି 1 ବ) — ଖେଳୁ ଖେଳୁ — In sport