ହେଳେ Heḻe

  • ଦେ. କ୍ରି ବିଣ — (ସଂ. ହେଳୟା) ଅକ୍ଳେଶରେ; ସହଜରେ; ଅବଲୀଳା କ୍ରମେ — Easily; with very little difficulty
  • ଦେ. କ୍ରି ବିଣ — [ଉ—ବାଳିକି ବଧ କଲ ହେଳେ, ବନ୍ଧ ବାନ୍ଧିଲ ସିନ୍ଧୁ ଜଳେ—ବଳରାମ ଦାସ—କମଳଲୋଚନ ଚଉତଶା]
  • ଦେ. କ୍ରି ବିଣ — ଟିକିଏ ମାତ୍ର; ଟିକିଏ ସୁଦ୍ଧା — Slightly
  • ଦେ. କ୍ରି ବିଣ — [ଉ—ରମିଲେ ସେ ତୋ ପଦ ଚନ୍ଦ୍ରକ ଚୂଳାଞ୍ଚଳେ, ଚାହିଁ ଦେଲୁ ନାହିଁ ହେଳେ—କବିସୂର୍ଯ୍ୟ, ସଙ୍ଗୀତ]
  • ଦେ. କ୍ରି ବିଣ — ସାମାନ୍ୟ ଚେଷ୍ଟାରେ — With very little effort