ହେଳା Heḻā

  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଅବଜ୍ଞା (ମେଦିନୀ) — Disregard; slight
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଦୀର୍ଘସୂତ୍ରିତା — Tardiness; dilatoriness
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଅବଲୀଳା — Ease; facility
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — କାର୍ଯ୍ୟ ବିଷୟରେ ଅଶ୍ରଦ୍ଧା; କାର୍ଯ୍ୟରେ ତ୍ରୁଟି — Negligence
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଅଯତ୍ନ; ଗର୍ ହେପାଜିତ୍ — Neglect; want of care
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଅବହେଳା — Negligence
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଖେଳ; କ୍ରୀଡ଼ା (ହି. ଶ) — Play; sport; pastime
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — କେଳି; କାମକ୍ରୀଡ଼ା (ହି. ଶ) — Dalliance
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଶୃଙ୍ଗାରାତ୍ମିକା ଲୀଳା; ସ୍ତ୍ରୀମାନଙ୍କର ଶୃଙ୍ଗାର ଭାବଜ କ୍ରିୟା— ବିଶେଷ (ଅମର); ସୁରତରେ ପ୍ରୌଢ଼େଚ୍ଛା ପ୍ରକାଶ — Giving vent to a strong hankering after cohabitation on the part of young females
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ସ୍ତ୍ରୀମାନଙ୍କର ଶୃଙ୍ଗାର ସୂଚକ ହାବ ବା ଅଙ୍ଗଭଙ୍ଗୀ ବା ଚେଷ୍ଟା — 0. Postures and gestures expressed by the limbs on the part of amorous women, courting cohabitation
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — [ଦ୍ର—ସ୍ତ୍ରୀମାନଙ୍କର ସୁରତେଚ୍ଛାରୁ ମନରେ 'ଭାବ' ଉଦିତ ହୁଏ; ଭାବରୁ 'ହାବ' ଜାତ ହୁଏ; ହାବରୁ 'ହେଳା' ପ୍ରକାଶିତ ହୁଏ (ଭରତ)]।
  • ସଂ. ବି—(ହେଳ୍ ଧାତୁ=ଘୃଣା କରିବା+ଭାବ. ଅ+ଆ) — ଅତି କାମାତୁରା ନାରୀମାନଙ୍କର ସୁରତୋତ୍ସବପାଇଁ ପ୍ରୌଢ଼େଚ୍ଛା — Strong sexual desire of amorous women (Apte)