ହେଲେ Hele
- ଦେ. କ୍ରି — ହେବା ବର୍ତ୍ତମାନ ସମୀପ ଭୂତକାଳ ମଧ୍ୟମ ପୁରୁଷ 1 ବଚନ ସମ୍ମାନାର୍ଥକ (ଆପଣ), ବହୁବଚନ (ଆପଣମାନେ), 3 ୟ ପୁରୁଷ 1 ବଚନ ସମ୍ମାନାର୍ଥକ (ସେ) ଓ ବହୁବଚନ (ସେମାନେ) — ହେବା ବର୍ତ୍ତମାନ ସମୀପ ଭୂତକାଳ ମଧ୍ୟମ ପୁରୁଷବଚନ ସମ୍ମାନାର୍ଥକ (ଆପଣ), ବହୁବଚନ (ଆପଣମାନେ),3ୟ ପୁରୁଷବଚନ ସମ୍ମାନାର୍ଥକ (ସେ) ଓ ବହୁବଚନ (ସେମାନେ)—. [You; ye; he; they] Have been
- ଦେ. କ୍ରି — (ଅସମାପିକା କ୍ରିୟା) (କ) ହେବାରୁ — i. Being
- ଦେ. କ୍ରି — (ଖ) ହେବା ଉତ୍ତାରୁ — ii. After being
- ଦେ. କ୍ରି — (ଗ) ଯଦି ହୁଅନ୍ତା — iii. If (it) would be
- ଦେ. କ୍ରି — [ଯଥା—ଟଙ୍କାଟିଏ ହେଲେ ମୋ ଖରଚ ଚଳି ଯାଆନ୍ତା଼]
- ଅ — ସୁଦ୍ଧା — Even
- ଅ — [ଉ— ଶବପରି ମହୀ ଦେଶରେ ପାର୍ଥ ପଡ଼ି; ତେବେ ହେଲେ ଅଧର ଦାନ୍ତ ଥିଲେ ଭିଡ଼ି—କୃଷ୍ଣସିଂହ, ମହାଭାରତ, ବନ]
- ଅ — ମଧ୍ୟ — Also
- ଅ — [ଉ—ଖଳଜନ ବାଣୀ ସତ୍ୟ ପରି ମଣି; ନ ଚାହିଁଲେ ହେଲେ ମୋତେ—କବିସୂର୍ଯ୍ୟ, ସଙ୍ଗୀତ]
- ଅ — ପଛକେ — Notwithstanding
- ଅ — [ଉ— ନିବେଦନ କରୁଛି, କରକଞ୍ଜ ଧରୁଛି, ହେଲେ ହେଉ ଅରୁଚି ନିଦ୍ରାହାରେ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ନ ଗୀତ]
- ଅ — କିନ୍ତୁ; ମାତ୍ର — But