ହେଲି Heli
- ଦେ. କ୍ରି — ହେବା କ୍ରିୟାର ବର୍ତ୍ତମାନସମୀପ ଅତୀତ 1 ମ ପୁରୁଷ ଅନାଦରାର୍ଥକ 1 ବଚନର (ମୁଁ କର୍ତ୍ତା ସଙ୍ଗେ) — ହେବା କ୍ରିୟାର ବର୍ତ୍ତମାନସମୀପ ଅତୀତ1ମ ପୁରୁଷ ଅନାଦରାର୍ଥକ1ବଚନର (ମୁଁ କର୍ତ୍ତା ସଙ୍ଗେ)— (I) Have been
- ବୈଦେ. ବି (ଇଂ) — ଆଧୁନିକ ଆବିଷ୍କୃତ ଧୂମକେତୁର ନାମ — Hailey's comet