ହେର Hera

  • ସଂ ବି—(ହି ଧାତୁ+କର୍ମ ର) — ଆସୁରୀ ମାୟା (ଶବ୍ଦ— କଳ୍ପଦ୍ରୁମ) — Demonaic illusion
  • ସଂ ବି—(ହି ଧାତୁ+କର୍ମ ର) — ହରିଦ୍ରା; ହଳଦୀ (ଶବ୍ଦ କଳ୍ପଦ୍ରୁମ) — Turmeric
  • ସଂ ବି—(ହି ଧାତୁ+କର୍ମ ର) — ମୁକୁଟଭେଦ (ଶବ୍ଦକଳ୍ପଦ୍ରୁମ) — A sort of crown
  • ଦେ. (ପ୍ରାଚୀନ ପ୍ରୟୋଗ)—କ୍ରି (ହେରିବା କ୍ରିୟାର ଅନୁଜ୍ଞାରୂପ) (ତୁମ୍ଭେ) ଦେଖ — (Imperative mood) (you) See