ହେମା Hemā

  • ସଂ. ବି. ପୁଂ—(ହି ଧାତୁ=ଗମନ କରିବା+କର୍ତ୍ତୃ ମନ୍; ହେମନ୍ ଶବ୍ଦ 1 ମା 1 ବ) — ବୁଧଗ୍ରହ (ତ୍ରିକାଣ୍ଡଶେଷ) — The planet mercury
  • ସଂ. ବି. ପୁଂ—(ହି ଧାତୁ=ଗମନ କରିବା+କର୍ତ୍ତୃ ମନ୍; ହେମନ୍ ଶବ୍ଦ 1 ମା 1 ବ) — (ହେମ+ଆ) (ସ୍ତ୍ରୀ) ସୁନ୍ଦରୀ ସ୍ତ୍ରୀ (ଶବ୍ଦକଳ୍ପଦ୍ରୁମ) — A fair woman
  • ସଂ. ବି. ପୁଂ—(ହି ଧାତୁ=ଗମନ କରିବା+କର୍ତ୍ତୃ ମନ୍; ହେମନ୍ ଶବ୍ଦ 1 ମା 1 ବ) — ଅପ୍ସରାମାନ (ଶବ୍ଦକଳ୍ପଦ୍ରୁମ) — The heavenly nymphs
  • ସଂ. ବି. ପୁଂ—(ହି ଧାତୁ=ଗମନ କରିବା+କର୍ତ୍ତୃ ମନ୍; ହେମନ୍ ଶବ୍ଦ 1 ମା 1 ବ) — ଗୋରୀ; ହେମାଙ୍ଗୀନାରୀ — A woman of fair complexion
  • ଦେ. ବି. ପୁଂ — ହେମ ଶବ୍ଦାଦ୍ୟ ନାମ ବିଶିଷ୍ଟ ପୁରୁଷଙ୍କ ଡାକମାନ — Nick- name of Hemachandra etc
  • ଦେ. ବି. ପୁଂ — (ସ୍ତ୍ରୀ) ହେମ— ଶବ୍ଦାଦ୍ୟ ନାମବିଶିଷ୍ଟା ସ୍ତ୍ରୀଙ୍କ ଡାକନାମ — Nickname of Hemamāḻi etc