ହେମ ଗୌର Hema gāūra

  • ସଂ. ବିଣ. ପୁଂ — ସ୍ୱର୍ଣ୍ଣପରି ଗୌରବର୍ଣ୍ଣ ଚର୍ମଯୁକ୍ତ — Fair-skinned like gold
  • ସଂ. ବିଣ. ପୁଂ — କଙ୍କିରାତ ବୃକ୍ଷ [ରାଜନିର୍ଘଣ୍ଟ]; ବବୁର୍ ଗଛ — Acacia arabica tree