ହେବ Heba

  • ଦେ. କ୍ରି—(ସଂ ଭୂ ଧାତୁ; ଭବିଷ୍ୟତ୍ କାଳ — ହେବା କ୍ରିୟାର ଭିବିଷ୍ୟତ୍ କାଳ 3 ୟ ପୁରୁଷ ଏକବଚନ (ସେ; ତାହା) କର୍ତ୍ତାସଙ୍ଗେ ବ୍ଯବହୃତ ଆକାର — ହେବା କ୍ରିୟାର ଭିବିଷ୍ୟତ୍ କାଳ3ୟ ପୁରୁଷ ଏକବଚନ (ସେ; ତାହା) କର୍ତ୍ତାସଙ୍ଗେ ବ୍ଯବହୃତ ଆକାର—. (He; she; it) will be
  • ଦେ. କ୍ରି—(ସଂ ଭୂ ଧାତୁ; ଭବିଷ୍ୟତ୍ କାଳ — ମଧ୍ୟମ ( 2 ୟ) ପୁରୁଷ ଏକବଚନ (ତୁମ୍ଭେ) ଓ ବହୁବଚନ (ତୁମ୍ଭେମାନେ) କର୍ତ୍ତା ସଙ୍ଗେ ବ୍ଯବହୃତ ଆକାର — ମଧ୍ୟମ (ୟ) ପୁରୁଷ ଏକବଚନ (ତୁମ୍ଭେ) ଓ ବହୁବଚନ (ତୁମ୍ଭେମାନେ) କର୍ତ୍ତା ସଙ୍ଗେ ବ୍ଯବହୃତ ଆକାର—. (You or ye) Will be
  • ଅ — ପ୍ରାୟ — Nearly; about
  • ଅ — [ଯଥା— ସେଠାରେ ଶହେ ହେବ ଲୋକ (ଅର୍ଥାତ୍ ପ୍ରାୟ ଶହେ ଲୋକ) ଜମା ହୋଇଥିଲେ]