ହେନ Hena

  • ଦେ. ସର୍ବନାମ — (ପ୍ରାଚୀନ ପଦ୍ଯରେ ବ୍ଯବହୃତ; ତୁଳନାକର ଆଧୁନିକ ବଙ୍ଗଳାରେ ଏହି ଅର୍ଥରେ ବ୍ଯବହୃତ ଏହି ଶବ୍ଦ।)
  • ଦେ. ସର୍ବନାମ — ଏହି — This
  • ଦେ. ସର୍ବନାମ — [ଉ—ହେନ ସମୟେ ଏକଦିନେ, ସରଯୂକୂଳେ ମୁନିଜନେ—ଜଗନ୍ନାଥ, ଭାଗବତ]
  • ଦେ. ସର୍ବନାମ — ଏହିପରି — Like this
  • ଦେ. ସର୍ବନାମ — [ଉ—ହେନ ଅବିବେକ ଯାହଁ। ସଦନ କରେ। ପ୍ରାଚୀ, ଶିଶୁ ଶଙ୍କର, ଉଷା ଅଭିଳାଷ।]