ହେନ୍ନା Hennā

  • ବୈଦେ. ବି (ଆ. ହିନ୍ନା) — ମଞ୍ଜୁଆତି; ମେହେନ୍ଦି — Alcanna; Tinctoria; alcanet
  • ବୈଦେ. ବି (ଆ. ହିନ୍ନା) — [ଦ୍ର— ଏଥିର କାଠ ଓ ଚେରକୁ ତେଲରେ ସିଝାଇଲେ ତେଲର ରଙ୍ଗ ଗାଢ଼ନାଲି ହୁଏ। ଏଥିର ପତ୍ରକୁ ବାଟି ମୁସଲମାନ୍ମାନେ ନଖ, ଦାଢ଼ି ଆଦିରେ ଲଗାଇ ନାଲି କରନ୍ତି।]
  • ବୈଦେ. ବି (ଆ. ହିନ୍ନା) — ହସନ୍ହେନା; ସୁଗନ୍ଧି ପୁଷ୍ପ ଓ ଗୁଳ୍ମ ବିଶେଷ — A kind of flowering shrub
  • ବୈଦେ. ବି (ଆ. ହିନ୍ନା) — [ଦ୍ର—ଏହି ଫୁଲ ପେନ୍ଥା ପେନ୍ଥା ହୋଇ ସନ୍ଧ୍ୟାରେ ଫୁଟେ ଓ ରାତିଯାକ ତାହାର ଚତୁଃ — ପାର୍ଶ୍ୱରେ ଥିବା ସ୍ଥାନମାନଙ୍କୁ ସୁଗନ୍ଧରେ ଆମୋଦିତ କରେ; ଦିନରେ ଫୁଲର ମୁଖ ବନ୍ଦ ହୋଇଯାଏ ଓ ସୁଗନ୍ଧ ରହେ ନାହିଁ। ଗୋଟିଏ ଫୁଲ ଏକାଦିକ୍ରମେ 2 । 3 ଦିନ ଫୁଟିବା ପରେ ଝଡ଼ିପଡ଼େ।] — [ଦ୍ର—ଏହି ଫୁଲ ପେନ୍ଥା ପେନ୍ଥା ହୋଇ ସନ୍ଧ୍ୟାରେ ଫୁଟେ ଓ ରାତିଯାକ ତାହାର ଚତୁଃ — ପାର୍ଶ୍ୱରେ ଥିବା ସ୍ଥାନମାନଙ୍କୁ ସୁଗନ୍ଧରେ ଆମୋଦିତ କରେ; ଦିନରେ ଫୁଲର ମୁଖ ବନ୍ଦ ହୋଇଯାଏ ଓ ସୁଗନ୍ଧ ରହେ ନାହିଁ ଗୋଟିଏ ଫୁଲ ଏକାଦିକ୍ରମେ23ଦିନ ଫୁଟିବା ପରେ ଝଡ଼ିପଡ଼େ]