ହେତୁ Hetu
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — କାରଣ (ଅମର) — Cause; reason
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — ପ୍ରୟୋଜନ — Necessity; use
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — ଅଭିପ୍ରାୟ;ଉଦ୍ଦେଶ୍ୟ — Aim; object; intention
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — 4 ବୀଜ — 4ବୀଜ—4. Seed
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — 5 ମୂଳ — 5ମୂଳ—5. root; prime cause; origin
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — 6 ଯୁକ୍ତି — 6ଯୁକ୍ତି—6. Reasoning
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — କାବ୍ୟାଳଙ୍କାରବିଶେଷ; କାରଣ ସହିତ କାର୍ଯ୍ୟର ଅଭେଦ— କଥନ — A rhetorical figure where the cause and effect are spoken as the same
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — [ଦ୍ର—ଏ ଅଳଙ୍କାରରେ ହେତୁ ଓ ହେତୁମାନ ଅଭେଦ— ରୂପେ କଥିତ ହୁଏ। ଅର୍ଥାତ୍, କାରଣକୁ କାର୍ଯ୍ୟ ବୋଲି ବୋଲାଯାଏ। ଯଥା—ଘୃତହିଁ ବଳ ଅଟେ—ହି. ଶ।]
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — (ନ୍ଯାୟଶାସ୍ତ୍ର) ପ୍ରମାଣକାରକ ବିଷୟ — (Logic) Anything which proves a proposition
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — [ଦ୍ର—ନ୍ଯାୟଦର୍ଶନରେ ତର୍କର 5 ଟି ଅବୟବ ମଧ୍ୟରେ ହେତୁ ଦ୍ୱିତୀୟ ଅଟେ। 'ଉଦାହରଣର ସାଧର୍ମ୍ୟ ବା ବୈଧର୍ମ୍ୟରୁ ସାଧ୍ୟର ଧର୍ମର ସାଧନ' ହେତୁର ଲକ୍ଷଣ ଅଟେ। 'ପର୍ବତ ବହ୍ନିମାନ୍ ଅଟେ' ଏହି ପ୍ରତିଜ୍ଞାର ହେତୁ "କାରଣ, ପର୍ବତ ଧୂମବାନ୍ ଅଟେ"—ହି. ଶ।] — [ଦ୍ର—ନ୍ଯାୟଦର୍ଶନରେ ତର୍କର5ଟି ଅବୟବ ମଧ୍ୟରେ ହେତୁ ଦ୍ୱିତୀୟ ଅଟେ 'ଉଦାହରଣର ସାଧର୍ମ୍ୟ ବା ବୈଧର୍ମ୍ୟରୁ ସାଧ୍ୟର ଧର୍ମର ସାଧନ' ହେତୁର ଲକ୍ଷଣ ଅଟେ 'ପର୍ବତ ବହ୍ନିମାନ୍ ଅଟେ' ଏହି ପ୍ରତିଜ୍ଞାର ହେତୁ "କାରଣ, ପର୍ବତ ଧୂମବାନ୍ ଅଟେ"—ହି. ଶ]
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — (ବୌଦ୍ଧ ଦର୍ଶନ) ମୂଳ କାରଣ — (Buddhist philosophy) Root cause
- ସଂ ବି (ହି ଧାତୁ=ଗମନକରିବା+କର୍ତ୍ତୃ ତୁ) — [ଦ୍ର—ବୈଦ୍ଧ ଦର୍ଶନ ଅନୁସାରେ ମୂଳ କାରଣକୁ ହେତୁ ଓ ଗୌଣ କାରଣକୁ ପ୍ରତ୍ୟୟ ବୋଲାଯାଏ—ହି. ଶ।]