ହେଠି Heṭhi

  • ଦେ. ଅ—(ନିର୍ଦ୍ଦେଶାର୍ଥ) — ହେଇଟି — Look there! there it is !
  • ଦେ. ଅ—(ନିର୍ଦ୍ଦେଶାର୍ଥ) — [ଉ—ହେଇଟି ଦେଖ, ହେଟି ମା କେ ଟି କୁଞ୍ଜ କୁଟୀରେ। ନନ୍ଦଙ୍କ ଉଦ୍ଧୃତ ସଙ୍ଗୀତ।]
  • ପ୍ରାଦେ (ଗଡ଼ଜାତ) ସର୍ବନାମ — ସେଠି; ସେଠାରେ — There