ହେଇଟି Heiṭi

  • ଦେ. ଅ — ସମ୍ମୁଖସ୍ଥ ବା ନିକଟବର୍ତ୍ତୀ ବସ୍ତୁକୁ ବା ବ୍ଯକ୍ତିକୁ ନିର୍ଦ୍ଦେଶପୂର୍ବକ ଦେଖାଇବାରେ ବ୍ଯବହୃତ ଶବ୍ଦ — Exclamation used in pointing out to another a thing or person in front or nearby
  • ଦେ. ଅ — [ଯଥା=ହେଇଟି, ଦେଖ, ପିଲାଟି କିପରି ନାଚି ନାଚି ଆସୁଅଛି]