ହେଁସେ Heñse

  • ଦେ. କ୍ରି ବିଣ — ଗୋଟାଏ ହେଁସ ଓଦା ହୋଇଯିବାଭଳି (ମୂତିବା) — (To pass urine) Enough to wet a whole mat
  • ଦେ. କ୍ରି ବିଣ — ଶୋଇଲେ ଗୋଟାଏ ହେଁସ ପୂର୍ଣ୍ଣ ହେବାଭଳି ସଂଖ୍ୟକ; ବହୁପରିମିତ (ସନ୍ତାନ— ସନ୍ତତି) — Too many (children); enough to fill up a whole mat while sleeping on it
  • ବିଣ — ବହୁ ପରିମିତ (ମୂତ୍ର) — A large quantity of (urine)
  • ବିଣ — ବହୁସଂଖ୍ୟକ (ସନ୍ତାନ) — A great many (Children); a brood or bevy of offsprings
  • ବିଣ — [ଦ୍ର—ବହୁସଂଖ୍ୟକ ସନ୍ତାନ— ପ୍ରସବକାରୀ ଦମ୍ପତିଙ୍କ ସମ୍ବନ୍ଧେ ଲୋକେ କହି ଥାଆନ୍ତି,— ଅମୁକର ହେଁସେ ଛୁଆ)