ହୃଷ୍ଟ Hṛushṭa

  • ସଂ. ବିଣ. ପୁଂ—(ହଷ୍. ଧାତୁ+କର୍ତ୍ତୃ.ତ) — ଆହ୍ଲାଦିତ; ଆନନ୍ଦିତ; ଜାତହର୍ଷ; ପ୍ରଫୁଲ୍ଲ — Joyful; overjoyed; glad; merry
  • ସଂ. ବିଣ. ପୁଂ—(ହଷ୍. ଧାତୁ+କର୍ତ୍ତୃ.ତ) — ପ୍ରୀତ — Pleased
  • ସଂ. ବିଣ. ପୁଂ—(ହଷ୍. ଧାତୁ+କର୍ତ୍ତୃ.ତ) — ପୁଲକିତ; ରୋମାଞ୍ଚିତ (ବିଶ୍ୱ; ମେଦିନୀ) — Horripilated; (the furs) standing out
  • ସଂ. ବିଣ. ପୁଂ—(ହଷ୍. ଧାତୁ+କର୍ତ୍ତୃ.ତ) — ବିସ୍ମିତ (ବିଶ୍ୱ, ମେଦିନୀ) — Astonished
  • ସଂ. ବିଣ. ପୁଂ—(ହଷ୍. ଧାତୁ+କର୍ତ୍ତୃ.ତ) — ପ୍ରହସିତ (ବିଶ୍ୱ, ମେଦନୀ) — Laughing; smiling
  • ସଂ. ବିଣ. ପୁଂ—(ହଷ୍. ଧାତୁ+କର୍ତ୍ତୃ.ତ) — ପ୍ରତିହତ (ହେମଚନ୍ଦ୍ର) — Obstructed
  • ବି—(ହୃଷ୍ ଧାତୁ+ ଭାବ ତ) — ହର୍ଷ; ପୁଲକ; ଆନନ୍ଦ
  • ବି—(ହୃଷ୍ ଧାତୁ+ ଭାବ ତ) — [ଉ—ଯେ ବୀରଚିତ୍ତ ସେ ବୀରଚିତ ହୃଷ୍ଟ ଲଭିତ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।]