ହୃଷୁ Hṛushu

  • ସଂ. ବିଣ—[ହୃଷ ଧାତୁ+କର୍ତ୍ତୃ ଉ] — ହୃଷ୍ଟ; ପ୍ରସନ୍ନ (ହି. ଶ) — Delighted
  • ସଂ. ବିଣ—[ହୃଷ ଧାତୁ+କର୍ତ୍ତୃ ଉ] — ମିଥ୍ୟାବାଦୀ — Speaking untruth
  • ସଂ.ବି — ଅଗ୍ନି (ହି. ଶ) — Fire
  • ସଂ.ବି — ସୂର୍ଯ୍ୟ (ହି.ଶ) — The sun
  • ସଂ.ବି — ଚନ୍ଦ୍ର (ହି. ଶ) — The moon