ହୃଦ Hṛuda

  • ଦେ. ବି—(ସଂ ହୃଦ୍) — ହୃତ୍ (ଦେଖ) — Hṛut (See)
  • ଦେ. ବି—(ସଂ ହୃଦ୍) — [ଉ—ବ୍ରାହ୍ମଣ ବୋଇଲେ ନ ପଢ଼ି ତୁମ୍ଭେ ବେଦ; ଆସିବ ବୋଲି କିମ୍ପା କରିଅଛ ହୃଦ—କୃଷ୍ଣସିଂହ, ମହାଭାରତ—ବନ]