ହୃଦି Hrudi
- ସଂ. ବି—(ହୃତ୍ ଓ ହୃଦ୍ର 7 ମୀ ବିଭକ୍ତିରେ ରୂପ; 1 ବଚନ) — ହୃଦୟରେ; ଅନ୍ତଃକରଣରେ — In the heart; in the mind
- ସଂ. ବି—(ହୃତ୍ ଓ ହୃଦ୍ର 7 ମୀ ବିଭକ୍ତିରେ ରୂପ; 1 ବଚନ) — [ଉ—ଅଗାଧ ବୋଧ ବ୍ରହ୍ମା ଆଦି, ଯାହା ଚିନ୍ତନ୍ତି ସଦା ହୃଦି—ଜଗନ୍ନାଥ, ଭାଗବତ]
- ଦେ. ବି — ହୃଦାନନ୍ଦର ଆଦରସୂଚକ ଡାକନାମ — Nickname of Hṛudānanda