ହୃଜ୍ଜ Hṛujja

  • ସଂ. ବିଣ ପୁଂ—(ହୃତ୍+ଜା ଧାତୁ+କର୍ତ୍ତୃ ଅ) — ହୃଦୟରୁ ଜାତ — Born of the heart
  • ସଂ. ବିଣ ପୁଂ—(ହୃତ୍+ଜା ଧାତୁ+କର୍ତ୍ତୃ ଅ) — ଛାତିରେ ଜାତ — Appearing on the chest
  • ସଂ. ବି — ସ୍ତ୍ରୀଙ୍କ ସ୍ତନ; କୁଚ — The breasts of females