ହୁଡ଼ Huṟḍ̠a

  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — ଭେଡ଼ି; ମେଷ; ମେଣ୍ଢା (ହେମଚନ୍ଦ୍ର, ରାଜନିର୍ଘଣ୍ଟ) — Ram; sheep
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — ଚୌରାଦି ନିବାରଣାର୍ଥ ଭୂମିନିହିତ ଲୌହମୟ ତୀକ୍ଷ୍ଣ ଶଙ୍କୁ — Iron nails or pins driven into the ground to prevent thieves entering a place
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — ଲୌହଦଣ୍ଡ — Iron cudgel
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — ଲଗୁଡ଼ (ମହାଭାରତ) — 4. A cudgel; stick
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — ଲୁହାର ଗଦା — A big iron club
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — (+ଅଧିକରଣ ଅ) ସୈନ୍ୟାଶ୍ରୟ ସ୍ଥାନ; ବୁରୁଜ — A room or shelter for soldiers
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — (+କର୍ମ ଅ) ରଥୋ— ପରି ବିଣ୍ମୂତ୍ର (ମଳମୂତ୍ର) ତ୍ୟାଗାର୍ଥଶୃଙ୍ଗ (ମହାଭାରତ) — A bar of wood in a car on which the rider can ease himself
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — (+ଭାବ ଅ) ଜନତା — Crowd
  • ସଂ. ବି—(ହୁଡ୍ ଧାତୁ+କର୍ତ୍ତୃ ଅ) — ସୈନ୍ୟସଂଘ — A body of soldiers; army
  • ଦେ. ବି — ଯୁଆ ଖେଳରେ ରଖାଯିବା ବାଜି; ପଣ — A stake in a game of hazards
  • ଦେ. ବି — [ଉ —ଖେଳରେ ହୁଡ଼ ଯାହା କରିବି ସେ ଧନୁ—କୃଷ୍ଣସିଂହ, ମହାଭାରତ, ସଭା]
  • ଦେ. ବି — ପଶା — ଖେଳରେ ବା କଉଡ଼ି ଖେଳରେ ଅସଙ୍ଗତ ଦାନ ପଡ଼ିବାଯୋଗୁ ଖେଳାଳୀର ଦାନ ମାରାଯିବା ଓ ପାଚିବାକୁ ଯାଉଥିବା ଖେଳ କଞ୍ଚା ହେବା ବା ଫୁଟିବା — An unfavourable turn of the dice in a game leading to the defeat of a player