ହୁଡ଼ୁକ Huṟḍ̠uka
- ଦେ. ବି—(ସଂ. ହୁଡ଼କ୍କ) — କବାଟ କୀଳିବା ପାଇଁ ବ୍ଯବହୃତ କାଷ୍ଠ ବା ଲୌହଦଣ୍ଡ ବା ଅର୍ଗଳ — An iron or wooden bar used for shutting the door
- ଦେ. ବି—(ସଂ. ହୁଡ଼କ୍କ) — କବାଟକୁ ବନ୍ଦ କରିବା ପାଇଁ ବ୍ଯବହୃତ ବକ୍ରାଗ୍ର ଲୁହାର ଶଳାକା; ଢିଙ୍କିଆ — A hooked iron bar used in fastening doors