ହୁଡ଼ା Huṟḍ̠ā

  • ଦେ. ବି—(ସଂ. ହୁଡ଼ ଧାତୁ=ସଂହତ ହେବା) — ପୋଖରୀର ବା ବିଲର ମାଟିର ଉଚ୍ଚ ବନ୍ଧ — Earthen embankment or big ridge of a tank or field
  • ଦେ. ବି—(ସଂ. ହୁଡ଼ ଧାତୁ=ସଂହତ ହେବା) — ମାଟିର ଲମ୍ବ ସ୍ତୂପ — A long earthen mound
  • ଦେ. ବି—(ସଂ. ହୁଡ଼ ଧାତୁ=ସଂହତ ହେବା) — ମଶାଣୀହୁଡ଼ା; ଶ୍ମଶାନସ୍ଥ ମୃତ୍ତିକା ସ୍ତୂପ — A big earthen mound in the cremation ground
  • ଦେ. ବି—(ସଂ. ହୁଡ଼ ଧାତୁ=ସଂହତ ହେବା) — [ଦ୍ର—ଶ୍ମଶାନରେ ଶବକୁ ପୋତିବା ପାଇଁ ବା ପୋଡ଼ିବା ପାଇଁ ଗାତମାନ ଖୋଳାଯାଏ। ସେ ଗାତରୁ ବାହାରିଥିବା ବା ବଳିପଡ଼ିବା ମାଟି ଜମା ହୋଇ ଯେଉଁ ମୃତ୍ତିକା ସ୍ତୂପ ହୁଏ ତାକୁ ହୁଡ଼ା ବୋଲାଯାଏ। ଅତଏବ ଶ୍ମଶାନ ଅର୍ଥରେ ମଧ୍ୟ 'ମଶାଣିହୁଡ଼ା' ବା 'ହୁଡ଼ା' ଶବ୍ଦର ବ୍ଯବହାର ହୁଏ।]
  • ଦେ. ବି—(ସଂ. ହୁଡ଼ ଧାତୁ=ସଂହତ ହେବା) — ଶ୍ମଶାନ — Cremation ground
  • ଦେ. ବି—(ସଂ. ହୁଡ଼ ଧାତୁ=ସଂହତ ହେବା) — ମୃତ୍ତିକା ପିଣ୍ଡ — A ball of earth
  • ଦେ. ବି—(ସଂ. ହୁଡ଼ ଧାତୁ=ସଂହତ ହେବା) — ମୁହଁ ହୁ଼ଡ଼ିବା; ଭର୍ତ୍ସନା; ଗାଳି — Abuse; rebuke
  • ଦେ. ବିଣ. ପୁଂ — ଯେଉଁ ଲୋକ ମୁହଁ ହୁଡ଼େ ବା କୁବାକ୍ୟ କହେ — Abusive; calling names
  • ଦେ. ବିଣ. ପୁଂ — ଯେଉଁ ଲୋକ ଖେଳରେ ଅନ୍ୟକୁ ଠକାଏ — (a person) Using unfair means in a game
  • ପ୍ରାଦେ (ଗଡ଼ଜାତ ଓ ଉତ୍ତର ବାଲେଶ୍ୱର) ବି — ଟେଳା; ଲୋଷ୍ଟ୍ର — A clod of earth used in throwing at others