ହୁଳା Huḻā

  • ଦେ. ବି—(ସଂ. ଉଲ୍ଲ=ଜ୍ଜାଳା) — ଅଗ୍ନିର ଜ୍ୱାଳା; ଅଗ୍ନିଶିଖା; ଜ୍ୱଳନ୍ତ ଅଗ୍ନିର ଶିଖା — Flame of fire
  • ଦେ. ବି—(ସଂ. ଉଲ୍ଲ=ଜ୍ଜାଳା) — ତପ୍ତ ପଦାର୍ଥରୁ ଉଠୁଥିବା ଭୀଷଣ ଉତ୍ତାପ — Great heat emitted by a hot thing
  • ଦେ. ବି—(ସଂ. ଉଲ୍ଲ=ଜ୍ଜାଳା) — ମସାଲ; ଦିହୁଡ଼ି — Torch
  • ଦେ. ବି—(ସଂ. ଉଲ୍ଲ=ଜ୍ଜାଳା) — [ଉ—ତାହା ଶୁଣିଣ ଲୋକେ ଲଗାଇଣ ହୁଳା, କୀଚକକୁ ଆସିଣ କଲେ ସେ ସଂଖୋଳା—କୃଷ୍ଣସିଂହ, ମହାଭାରତ, ବିରାଟ।]
  • ଦେ. ବି—(ସଂ. ଉଲ୍ଲ=ଜ୍ଜାଳା) — ବରଡ଼ା, ପାଳ, ନଡ଼ିଆଖୋସା ଆଦିର ବିଡ଼ା ବନ୍ଧା ହୋଇ ନିଆଁ ଲଗାଯାଇଥିବା ଅଗ୍ନିଦଣ୍ଡ; ବଡ଼ିଆ; ନିଆଁଅଟା — A bundle of straw or cocoanut leaves made into a firebrand
  • ଦେ. ବି—(ସଂ. ଉଲ୍ଲ=ଜ୍ଜାଳା) — [ଉ—ସର୍ବେ ପଶ୍ଚିମ ବନେ ପେଲି ହସ୍ତରେ ଥିବା ହୁଳା ଜାଳି। ଭୂପତି, ପ୍ରେମ ପଞ୍ଚାମୃତ।]