ହୁଲର୍ Hular
- ବୈଦେ. ବି—(ଆ; ତୁଳ. ଇଂରାଜି ହାଲ୍ଲୁ) — ଚିତ୍କାର; ହୁରି; ଉଚ୍ଚଧ୍ୱନି — Halloo; loud sound
- ବୈଦେ. ବି—(ଆ; ତୁଳ. ଇଂରାଜି ହାଲ୍ଲୁ) — କୋଳାହଳ; ଘୋଘୋ — Noise; uproar
- ବୈଦେ. ବି—(ଆ; ତୁଳ. ଇଂରାଜି ହାଲ୍ଲୁ) — ବିପନ୍ନର ଆର୍ତ୍ତସ୍ୱର — The loud sound of a person in distress