ହୁବ୍ Hub

  • ବୈଦେ ବି (ଅ. ହୁବ୍, ହୁବ୍ବ—ଅନୁରାଗ, ଉତ୍ସାହ) — ହୋବ୍, ସ୍ମରଣ; ଖିଆଲ — Recollection; memory; remembrance
  • ବୈଦେ ବି (ଅ. ହୁବ୍, ହୁବ୍ବ—ଅନୁରାଗ, ଉତ୍ସାହ) — ବଳ; ହେମ୍ମତ୍; ଆତ୍ମପ୍ରତ୍ୟୟ — Courage; confidence in one's strength
  • ବୈଦେ ବି (ଅ. ହୁବ୍, ହୁବ୍ବ—ଅନୁରାଗ, ଉତ୍ସାହ) — (ଯଥା—ଏକଥା ତୁମ୍ଭଙ୍କୁ କହିବାକୁ ମୋର ହୁବ୍ ପଟିଲା ନାହିଁ।)