ହୁତ୍ Hut

  • ଦେ. (ଧ୍ୱନ୍ୟନୁକରଣ) ଅ — ଧୁତ୍; କୌଣସି ବ୍ଯକ୍ତିକୁ ବା ଜୀବକୁ ଘଉଡ଼ିବା ବ୍ଯକ୍ତିଦ୍ୱାରା ଉଚ୍ଚାରିତ ଧ୍ୱନି — (Interjection) Exclamation uttered by a person driving away a person or animal from a place
  • ଦେ. (ଧ୍ୱନ୍ୟନୁକରଣ) ଅ — ହୁହୁ (ଦେଖ) — Huhu (See)
  • ପ୍ରାଦେ (ଖଡ଼ିଆଳ) ଅ ବାରଣାର୍ଥକ; ନିଷେଧାର୍ଥକ — Interjection used in prohibiting or preventing